ସ୍ୱିଡେନ ଉତ୍ତର ଇଉରୋପରେ ଥିବା ଏକ ଦେଶ। ସରକାରୀ ଭାବରେ ଏହା ଏକ ରାଜତନ୍ତ୍ର | ଏହାର ପଶ୍ଚିମ ପଟକୁ ନରୱେ ତଥା ପୂର୍ବ ପଟକୁ ଫିନ୍ଲ୍ୟାଣ୍ଡ ଦେଶ ଅବସ୍ଥିତ ଅଟଂତି । ଦକ୍ଷିଣ ଦିଗରେ ଡେନ୍ମାର୍କ ଦେଶ ଅଛି । ଜାନୁୟାରୀ ୨୦୧୬ ତଥ୍ୟ ଅନୁଯାୟୀ ଏହାର ଜନସଂଖ୍ୟା ହେଉଛି ୯.୯ ନିୟୁତ ବା ୯୯ ଲକ୍ଷ [୧] । ସ୍ଟକହୋମ୍ ଏହାର ରାଜଧାନୀ ।
ସ୍ୱିଡେନ ଏକ ସମ୍ବିଧାନିକ ରାଜତନ୍ତ୍ର| ଏହାର ସନ୍ସଦକୁ ରିକସ୍ଦଗ୍ (riksdag) କୁହନ୍ତି| ସ୍ୱିଡେନର ସମ୍ବିଧାନରେ ଚାରିଟି ମୁଳ ନ୍ୟାୟ ନାଗରିକମାନଙ୍କୁ ମିଳିଥାୟେ| ରାଜା କାର୍ଲ୍ ଗୁସ୍ତାଭ ଷୋଡଶ ଦେଶର ମୁଖ୍ୟ ଅଟନ୍ତି|
ଇଉରୋପର ଦେଶ |
---|
ସାର୍ବଭୌମ ସ୍ଵାଧୀନ ଦେଶ | | |
---|
ଅଣସ୍ଵିକୃତ ଦେଶ ଓ ସ୍ଵତନ୍ତ୍ର ପ୍ରଶାସନିକ ଅଞ୍ଚଳ | |
---|
ଅଧିନସ୍ଥ ସ୍ଵତନ୍ତ୍ର ଅଞ୍ଚଳ | ଡେନମାର୍କ | |
---|
ଫିନଲ୍ୟାଣ୍ଡ | |
---|
ଯୁକ୍ତରାଜ୍ୟ | |
---|
|
---|