www.fgks.org   »   [go: up one dir, main page]

Jump to content

ଚିତ୍ତରଞ୍ଜନ ଚିରଞ୍ଜିତ

ଉଇକିପିଡ଼ିଆ‌ରୁ
ଜନ୍ମ ଓ ଜନ୍ମସ୍ଥାନଚିତ୍ତରଞ୍ଜନ ଚିରଞ୍ଜିତ
୧୯୭୪
ଦେଉଳପଡ଼ା, କେନ୍ଦ୍ରାପଡ଼ା
ବୃତ୍ତିସାହିତ୍ୟିକ ଓ ସାମ୍ବାଦିକ
ଜାତୀୟତାଭାରତୀୟ

ଚିତ୍ତରଞ୍ଜନ ଚିରଞ୍ଜିତ(ଜନ୍ମ : ୧୯୭୪) ଜଣେ ଓଡ଼ିଆ ସାହିତ୍ୟିକ ।[୧] ବୃତ୍ତିରେ ସାମ୍ବାଦିକ ଚିତ୍ତରଞ୍ଜନ ଗଳ୍ପ, କବିତା ଓ ଉପନ୍ୟାସଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରଥାନ୍ତି । ଏଯାବତ ତାଙ୍କର ୬ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ରଚନାବଳୀ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • କନିଷ୍କ, ୨୦୧୦
  • ପୁନର୍ନବ, ୨୦୧୯

ଉପନ୍ୟାସ[ସମ୍ପାଦନା]

  • ସେଲ୍, ୨୦୧୧ (ସତ୍ୟମ ବୁକ ଏଜେନ୍ସୀ)
  • ଯୋଦ୍ଧା, ୨୦୧୭
  • ସେତୁ ଓ ସାଇକଲ, ୨୦୧୮
  • ଆଦି ପୁରୁଷ

କବିତା[ସମ୍ପାଦନା]

  • ଭରାଜହ୍ନ[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କିଶୋରୀଚରଣ ସାହିତ୍ୟ ପୁରସ୍କାର, ୨୦୧୩ (ସେଲ୍ ଉପନ୍ୟାସ ନିମନ୍ତେ)[୩]
  • ତୀରତରଙ୍ଗ ସମ୍ମାନ, ୨୦୧୯
  • ଲେଖାଲେଖି ଯୁବ ଗାଳ୍ପିକ ସମ୍ମାନ, ୨୦୧୫
  • କଳିଙ୍ଗପ୍ରଭା ସାରସ୍ୱତ ସମ୍ମାନ, ୨୦୧୩
  • କନ୍‌ହେଇ କଥା ପୁରସ୍କାର, ୨୦୨୪[୪]

ଆଧାର[ସମ୍ପାଦନା]

  1. ସମ୍ବାଦ ୧୭/୦୭/୨୦୧୭ କେନ୍ଦ୍ରାପଡ଼ା ସଂସ୍କରଣ ପୃଷ୍ଠା ୬ (PDF) http://www.sambadepaper.com/epaperpdf/17072017/17-md-kr2-6.pdf. Retrieved 18 June 2018. {{cite news}}: Missing or empty |title= (help)[permanent dead link]
  2. "କଥା ଝରକା". କଥା ପତ୍ରିକା (ଜୁନ ୨୦୧୮): ୫୨. Retrieved 18 June 2018.[permanent dead link]
  3. "Odia literature's modern man". telegraphindia.com. Retrieved 26 February 2021.
  4. Behera, Manoranjan (17 June 2024). "ଚଳିତ ବର୍ଷ କନହେଇ କଥା ପୁରସ୍କାର ପାଇବେ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ". ଚଳିତ ବର୍ଷ କନହେଇ କଥା ପୁରସ୍କାର ପାଇବେ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ. Retrieved 21 June 2024.