www.fgks.org   »   [go: up one dir, main page]

Jump to content

"ନିଦ୍ରାହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି: ୧୮ କ ଧାଡ଼ି:
<!-- ସଂଜ୍ଞା ଓ ଲକ୍ଷଣ -->
<!-- ସଂଜ୍ଞା ଓ ଲକ୍ଷଣ -->
'''ନିଦ୍ରାହୀନତା''' ([[ଇଂରାଜୀ ଭାଷା]]ରେ '''Insomnia''') ଏକ ନିଦ୍ରା ବେମାରୀ ([[sleep disorder]]) ଯେଉଁଥିରେ ଲୋକର ଶୋଇବାରେ ([[:en:sleeping|sleeping]]) ଅସୁବିଧା ହୁଏ ।<ref name=NIH2011Ov>{{cite web|title=What Is Insomnia?|url=https://www.nhlbi.nih.gov/health/health-topics/topics/inso#|website=NHLBI|accessdate=9 August 2016|date=December 13, 2011}}</ref> ଶୋଇବା ଆରମ୍ଭ କରିବାରେ ଅସିବିଧା ହୋଇପାରେ ବା ଇଚ୍ଛା ମୁତାବକ ଶୋଇହୁଏନାହିଁ ।<ref name=Pun2012>{{Cite journal | last1 = Golub | first1 = R. M. | title = Insomnia | doi = 10.1001/jama.2012.6219 | journal = JAMA: The Journal of the American Medical Association | volume = 307 | issue = 24 | pages = 2653–2653 | year = 2012 | pmid =22735439 | pmc = }}</ref><ref name=Th2007>{{Cite journal | last1 = Roth | first1 = T. | title = Insomnia: Definition, prevalence, etiology, and consequences | journal = Journal of Clinical Sleep Medicine | volume = 3 | issue = 5 Suppl | pages = S7–10 | year = 2007 | pmid = 17824495 | pmc = 1978319}}</ref> ଏହି ରୋଗରେ ଦିନରେ ନିଦ ଲାଗେ, ଶକ୍ତିହୀନତା ଲାଗେ, ଚିଡ଼ଚିଡ଼ା ଲାଗେ ଓ ଅବସାଦ ([[:en:depression (mood)|depressed mood|]]) ହୁଏ ।<!-- <ref name=NIH2011Ov/> --> ଏହା ଯୋଗୁ ଗାଡ଼ି ଧକ୍କା ସମ୍ଭାବନା ରହେ, ମନ‌ଦେଇ ଶିଖିବାରେ ସମସ୍ୟା ହୁଏ ।<!-- <ref name=NIH2011Ov/> --> ଏହି ରୋଗ କିଛି ଦିନ ବା କିଛି ସପ୍ତାହ ରହିପାରେ ବା ଦୀର୍ଘକାଳୀନ ଏକ ମାସରୁ ଅଧିକ ସମୟ ଧରି ରହିପାରେ ।<ref name=NIH2011Ov/>

<!-- କାରଣ ଓ ରୋଗ ନିର୍ଣ୍ଣୟ -->
ନିଦ୍ରାହୀନତା ବେମାରୀ ସ୍ୱତନ୍ତ୍ର ଭାବରେ ହୋଇପାରେ ବା ଅନ୍ୟ କୌଣସି କାରଣ ଯୋଗୁ ହୋଇପାରେ ।<ref name=NIH2011Ca>{{cite web|title=What Causes Insomnia?|url=https://www.nhlbi.nih.gov/health/health-topics/topics/inso/causes|website=NHLBI|accessdate=9 August 2016|date=December 13, 2011}}</ref> ଅନ୍ୟ କାରଣମାନଙ୍କ ମଧ୍ୟରେ [[ମାନସିକ ଚାପ]] ([[:en:psychological stress|psychological stress]]), ଦୀର୍ଘକାଳୀନ ଯନ୍ତ୍ରଣା ([[:en:chronic pain|chronic pain]]), [[ହୃଦ୍‌ପାତ]], [[ହାଇପରଥାଇରଏଡିଜ୍ମ]] ([[:en:hyperthyroidism|hyperthyroidism]]), ଛାତି ଜ୍ୱାଳା ([[:en:heartburn|heartburn]]), [[ରେସ୍ଟଲେସ ଲେଗ ସିଣ୍ଡ୍ରୋମ]] ([[:en:restless leg syndrome|restless leg syndrome]], [[ଋତୁବନ୍ଦ]], କେତେକ ଔଷଧ ଓ କେଫିନ, ନିକୋଟିନ ତ‌ଥା [[ଆଲକୋହୋଲ]] ଭଳି ଡ୍ରଗ ମୁଖ୍ୟତଃ ଏହି ରୋଗର କାରଣ ହୋଇଥାଆନ୍ତି । <ref name=NIH2011Ca/><ref name=WHO2009>{{cite web|url= http://www.who.int/selection_medicines/committees/expert/17/application/Section24_GAD.pdf |title=Dyssomnias |accessdate=2009-01-25 |format=PDF |publisher=WHO |pages=7–11}}</ref> ରାତି ଡ୍ୟୁଟି ଓ ନିଦ୍ରା ଶ୍ୱାସରୋଧ ([[:en:sleep apnea|sleep apnea]]) ଯୋଗୁ ଏହି ରୋଗ ସଙ୍କଟ ଉତ୍ପନ୍ନ ହୋଇପାରେ ।<ref name=Th2007/> ନିଦ୍ରା ଅଭ୍ୟାସର ଇତିହାସ ଓ ଅନ୍ୟ କାରଣମାନଙ୍କର ଅନୁପସ୍ଥିତି ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।<!-- <ref name=NIH2011Diag/> --> ଗୋଟିଏ ନିଦ୍ରା ଅନୁଶୀଳନ ([[:en:sleep study|sleep study]]) କରି ଅନ୍ତର୍ନିହିତ ସମସ୍ୟା ଚିହ୍ନଟ କରିବାକୁ ପଡ଼େ ।<ref name=NIH2011Diag>{{cite web|title=How Is Insomnia Diagnosed?|url=https://www.nhlbi.nih.gov/health/health-topics/topics/inso/diagnosis|website=NHLBI|accessdate=9 August 2016|date=December 13, 2011}}</ref> ସ୍କ୍ରୀନିଙ୍ଗ ସମୟରେ ଦୁଇଟି ପ୍ରଶ୍ନ କରାଯାଏ: "ଶୋଇବାରେ ଅସୁବିଧା ହେଉଛି କି? ଓ ଶୋଇବାକୁ ଆରମ୍ଭ କଲାବେଳେ ଅସୁବିଧା ହେଉଛି କି ବା ଶୋଇବା ଚାଲୁ ରଖିବାରେ ଅସୁବିଧା ହେଉଛି" ।<ref name=Th2007/>

== ଆଧାର ==
== ଆଧାର ==

୦୯:୩୪, ୨୫ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ନିଦ୍ରାହୀନତା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣin-SOM-ne-ah[୧]
ସ୍ପେଶାଲିଟିSleep medicine
ଆଇସିଡ଼ି-୧୦F51.0, G47.0
ଆଇସିଡ଼ି-୯-ସିଏମ୍307.42, 307.41, 327.0, 780.51, 780.52
ରୋଗ ଡାଟାବେସ26877
ମେଡ଼ିସିନ-ପ୍ଲସ000805
ଇ-ମେଡ଼ିସିନmed/2698
Patient UKନିଦ୍ରାହୀନତା
MeSHD007319

ନିଦ୍ରାହୀନତା (ଇଂରାଜୀ ଭାଷାରେ Insomnia) ଏକ ନିଦ୍ରା ବେମାରୀ (sleep disorder) ଯେଉଁଥିରେ ଲୋକର ଶୋଇବାରେ (sleeping) ଅସୁବିଧା ହୁଏ ।[୧] ଶୋଇବା ଆରମ୍ଭ କରିବାରେ ଅସିବିଧା ହୋଇପାରେ ବା ଇଚ୍ଛା ମୁତାବକ ଶୋଇହୁଏନାହିଁ ।[୨][୩] ଏହି ରୋଗରେ ଦିନରେ ନିଦ ଲାଗେ, ଶକ୍ତିହୀନତା ଲାଗେ, ଚିଡ଼ଚିଡ଼ା ଲାଗେ ଓ ଅବସାଦ (depressed mood|) ହୁଏ । ଏହା ଯୋଗୁ ଗାଡ଼ି ଧକ୍କା ସମ୍ଭାବନା ରହେ, ମନ‌ଦେଇ ଶିଖିବାରେ ସମସ୍ୟା ହୁଏ । ଏହି ରୋଗ କିଛି ଦିନ ବା କିଛି ସପ୍ତାହ ରହିପାରେ ବା ଦୀର୍ଘକାଳୀନ ଏକ ମାସରୁ ଅଧିକ ସମୟ ଧରି ରହିପାରେ ।[୧]

ନିଦ୍ରାହୀନତା ବେମାରୀ ସ୍ୱତନ୍ତ୍ର ଭାବରେ ହୋଇପାରେ ବା ଅନ୍ୟ କୌଣସି କାରଣ ଯୋଗୁ ହୋଇପାରେ ।[୪] ଅନ୍ୟ କାରଣମାନଙ୍କ ମଧ୍ୟରେ ମାନସିକ ଚାପ (psychological stress), ଦୀର୍ଘକାଳୀନ ଯନ୍ତ୍ରଣା (chronic pain), ହୃଦ୍‌ପାତ, ହାଇପରଥାଇରଏଡିଜ୍ମ (hyperthyroidism), ଛାତି ଜ୍ୱାଳା (heartburn), ରେସ୍ଟଲେସ ଲେଗ ସିଣ୍ଡ୍ରୋମ (restless leg syndrome, ଋତୁବନ୍ଦ, କେତେକ ଔଷଧ ଓ କେଫିନ, ନିକୋଟିନ ତ‌ଥା ଆଲକୋହୋଲ ଭଳି ଡ୍ରଗ ମୁଖ୍ୟତଃ ଏହି ରୋଗର କାରଣ ହୋଇଥାଆନ୍ତି । [୪][୫] ରାତି ଡ୍ୟୁଟି ଓ ନିଦ୍ରା ଶ୍ୱାସରୋଧ (sleep apnea) ଯୋଗୁ ଏହି ରୋଗ ସଙ୍କଟ ଉତ୍ପନ୍ନ ହୋଇପାରେ ।[୩] ନିଦ୍ରା ଅଭ୍ୟାସର ଇତିହାସ ଓ ଅନ୍ୟ କାରଣମାନଙ୍କର ଅନୁପସ୍ଥିତି ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । ଗୋଟିଏ ନିଦ୍ରା ଅନୁଶୀଳନ (sleep study) କରି ଅନ୍ତର୍ନିହିତ ସମସ୍ୟା ଚିହ୍ନଟ କରିବାକୁ ପଡ଼େ ।[୬] ସ୍କ୍ରୀନିଙ୍ଗ ସମୟରେ ଦୁଇଟି ପ୍ରଶ୍ନ କରାଯାଏ: "ଶୋଇବାରେ ଅସୁବିଧା ହେଉଛି କି? ଓ ଶୋଇବାକୁ ଆରମ୍ଭ କଲାବେଳେ ଅସୁବିଧା ହେଉଛି କି ବା ଶୋଇବା ଚାଲୁ ରଖିବାରେ ଅସୁବିଧା ହେଉଛି" ।[୩]

ଆଧାର

  1. ୧.୦ ୧.୧ ୧.୨ "What Is Insomnia?". NHLBI. December 13, 2011. Retrieved 9 August 2016.
  2. Golub, R. M. (2012). "Insomnia". JAMA: The Journal of the American Medical Association. 307 (24): 2653–2653. doi:10.1001/jama.2012.6219. PMID 22735439.
  3. ୩.୦ ୩.୧ ୩.୨ Roth, T. (2007). "Insomnia: Definition, prevalence, etiology, and consequences". Journal of Clinical Sleep Medicine. 3 (5 Suppl): S7–10. PMC 1978319. PMID 17824495.
  4. ୪.୦ ୪.୧ "What Causes Insomnia?". NHLBI. December 13, 2011. Retrieved 9 August 2016.
  5. "Dyssomnias" (PDF). WHO. pp. 7–11. Retrieved 2009-01-25.
  6. "How Is Insomnia Diagnosed?". NHLBI. December 13, 2011. Retrieved 9 August 2016.